ଦଧିବାମନଜୀଉ ଦର୍ଶନ କଲେ ବିଧାୟକ
ଭଦ୍ରକ: ଭଦ୍ରକ ପୌରପାଳିକା ୱାର୍ଡÿ ନମ୍ବର ୧୧ ଅନ୍ତର୍ଗତ ନରିପୁର ଗ୍ରାମର ପୂଜାରୀସାହି ରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଓ ମଦନ ମୋହନ ଜୀଉଙ୍କ ନୂତନ ଭବ୍ୟ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ଉପସ୍ଥିତ ସେବାୟତ ପଣ୍ଡିତ ଓ କମିଟି କର୍ମକର୍ତ୍ତାଙ୍କ ସହିତ ଅନ୍ୟାନ୍ୟ ଉନ୍ନତି ନେଇ ବିଧାୟକ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ ।