ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟ

 ଆନନ୍ଦପୁର : ସଡ଼କ ଦୁର୍ଘଟଣାରେ ହାଟଡିହି ବ୍ଳକ ଇଂଚଳ ଗ୍ରାମର ଅରୁଣ ପଣ୍ଡାଙ୍କ ପୁଅ ହାମ୍ବୁଙ୍କ ମୃତୁ୍ୟ ଘଟିଛି । ଶ୍ରୀ ପଣ୍ଡାଝାରସୁଗୁଡା ଯାଉଥିବା ବେଳେ ସମ୍ବଲପୁର ନିକଟରେ ସଡ଼କ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।