ପଛୁଆ ବର୍ଗ ମଞ୍ଚର କର୍ମକର୍ତ୍ତା ଚୟନ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଅମଲା ଭବନ ଠାରେ ପଛୁଆ ବର୍ଗ(ଓବିସି)ମଞ୍ଚ କଳାହାଣ୍ଡି କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ (ଓବିସି)ମଞ୍ଚ ଜିଲ୍ଲା ସଭାପତି ଭାବେ ଡମ୍ବରୁଧର ଲହଜଲ, କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାଖୁଡ, ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, ବେଣୁଧର ଟୋଲଟିଆ, ଗୋପାଲ ଚନ୍ଦ୍ର ସାହୁ, ପ୍ରଦୀପ ନାଏକ, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବରାଡ, ସାଂଗଠାନିକ ସମ୍ପାଦକ ଡାକେଶ୍ୱର ଲହଜଲ, କୋଷାଧ୍ୟକ୍ଷ ଦିପ ଚାନ୍ଦ ସାହୁ, ସହସମ୍ପାଦକ ରଶ୍ମି ରେଖା ରାଉତ, ବିରଞ୍ଚô ପ୍ରସାଦ ସରାପ, ସଚ୍ଚିଦାନନ୍ଦ ସାହୁ, କାର୍ଯ୍ୟକାରୀ ସଦସ୍ୟା ସଙ୍ଗୀତା ଖର୍ସେଲ, ସଦସ୍ୟ ଲିଲାମ୍ବର ସାହୁ, ରଜନୀକାନ୍ତ ବିଶି, ନରହରୀ ବାଗ, କୀର୍ତ୍ତି ଚନ୍ଦ୍ର ଗଉଡ, ବିକାଶ ପ୍ରଧାନ, ଅଙ୍କୁର ବାଗ, ଗିରିଧାରୀ ସାହୁ, ଉପଦେଷ୍ଟା ରୁପକେଶରି ଦଳାଇ, ବ୍ରଜ ମୋହନ ସାହୁ, ସିଦ୍ଧାର୍ଥ ନାଏକ, କୀର୍ତ୍ତନ ନାଏକ, ପ୍ରକାଶ ଚନ୍ଦ୍ର ନାଏକ, ଈଶ୍ୱର ପୁଝାରୀ, ଟିକଚନ ନାଗ, ମହେନ୍ଦ୍ର ନାଏକ, ଦିଲୀପ ମେହେର, ଜିଲ୍ଲା ଛାତ୍ର କୋଡ଼ିନେଟର ନୀଳାମ୍ବର ସାହୁ ଓ ମେଡିଆଲ ସେଲ କୋଡ଼ିନେଟର ତୁଳାମଣି ନାଗ, ଲକ୍ଷ୍ମୀ ରଞ୍ଜନ ବାଗ ଓ ମନ ମୋହନ ପ୍ରଧାନଙ୍କ ନାମ ଘୋଷଣା କରିଛନ୍ତି ଓବିସି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଦୁର୍ଗା ପ୍ରସାଦ ନାଏକ । ଚାକିରି ଓ ରାଜନୀତି କ୍ଷେତ୍ରରେ ୨୭%ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
