ବଜାଜ ଫିନସର୍ଭ ଫ୍ଲେକ୍ସିକ୍ୟାପ ଫଣ୍ଡ ୫୪୦୦ କୋଟି ଅତିକ୍ରମ କରିଛି

 ଭୁବନେଶ୍ୱର  : ବଜାଜ ଫିନସର୍ଭଏଏମସି ଏହାର ଫ୍ଲାଗସିପ୍ ଇକୁ୍ୟଟି ଫଣ୍ଡ, ବଜାଜ ଫିନସର୍ଭ ଫ୍ଲେକ୍ସିକ୍ୟାପ ଫଣ୍ଡର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ସହିତ ‘ମେଗାଟ୍ରେଣ୍ଡସ୍’ ପୁଞ୍ଜି ବିନିଯୋଗ ଖର୍ଚ୍ଚର ପଦକ୍ଷେପ ନେଇଛି । ଏହି ପାଣ୍ଠି ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟର ସଫଳତା ହାସଲ କରିବା ସହିତ, ଏହାର ଆସେଟ୍ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ)ରେ ୫,୪୧୦.୦୪ କୋଟି ( ଅଗଷ୍ଟ ୩୧ ପର୍ଯ୍ୟନ୍ତ)ର ଅଭିବୃଦ୍ଧି କରିପାରିଛି ଯାହାକି ମାତ୍ର ଦୁଇବର୍ଷର ସମୟ ଅବଧି ମଧ୍ୟରେ । ଏହାର ପ୍ରତିଷ୍ଠାହେବା ପରଠାରୁ ଏହି ପାଣ୍ଠି ଏକ ବିରାଟକାୟ ଦକ୍ଷତା ପ୍ରଦର୍ଶିତ କରିବା ସହିତ୧୯.୧୯% ସିଏଜିଆର ଏହାରରେ ଗୁଲାର ପ୍ଲାନ ଅଧୀନରେ ତଥା ୨୦.୯୧% ଏହାର ପ୍ରତ୍ୟକ୍ଷ ଯୋଜନା  ଅଧୀନରେ ପ୍ରଦାନ କରିଛି ବୋଲି କହିଛନ୍ତି ବଜାଜ ଫିନସର୍ଭଏଏମସିର ପରିଚାଳନା ନିଦେ୍ର୍ଦଶକ ଗଣେଶ ମୋହନ ।