କ୍ରମ୍ପଟନ ଡୁ୍ୟରୋ ପମ୍ପର ଶୁଭାରମ୍ଭ
ଭୁବନେଶ୍ୱର : କ୍ରମ୍ପଟନ ଗ୍ରୀଭସ କଞ୍ଜୁମର ଇଲେକ୍ଟ୍ରିକାଲ ଲିମିଟେଡ, ଭାରତର ଗ୍ରାହକ ବୈଦୁ୍ୟତିକତାର ଏକ ବିଶ୍ୱସନୀୟ ତଥା ଲୋକପ୍ରିୟ ବ୍ରାଣ୍ଡ ଏହାର ନୂତନ ଡୁ୍ୟରା ଶୃଙ୍ଖଳ ସବମର୍ସିବୁଲ ପମ୍ପ (୩ୱାଟ, ୪ୱାଟ ଏବଂ ୪ଭିଓ ଶୃଙ୍ଖଳ)ର ଉପସ୍ଥାପନ କରିଛି । ଦୀର୍ଘ ୮୦ ବର୍ଷରୁ ଉଦ୍ଧ୍ୱର୍୍ ସମୟ ଧରି ରହିଥିବା ଏହାର ଦକ୍ଷତା ସହିତ ଏହି ନୂତନ ସମ୍ଭାର ସ୍ଥାୟିତ୍ୱ ଏବଂ ବିଶ୍ୱସନୀୟତାର ସୁନିଶ୍ଚିତତାକୁ ପ୍ରତିଷ୍ଠା କରିଛି ବିବିଧ ଆବଶ୍ୟକତାକୁ ନେଇ ଯେପରିକି ଘରୋଇ ପାଣି ଯୋଗାଣ ଠାରୁ ନେଇ କୃଷି କ୍ଷେତ୍ର ତଥା ଶିଳ୍ପ ବ୍ୟବହାର ପର୍ଯ୍ୟନ୍ତ । ଘରୋଇ ବ୍ୟବହାର, ଫାର୍ମ ତଥା ଶିଳ୍ପ ଇତ୍ୟାଦି ନିମନ୍ତେ ସବମର୍ସିବୁଲ ପମ୍ପ ଗୁଡିକ ଯଥାର୍ଥରେ ଅନେକଗୁଡିଏ କଠିନ ଏବଂ ଆହ୍ୱାନ ଦ୍ୱାରା ପରିଚାଳିତ ହୋଇଥାଏ ବୋଲି ଏହି ନୂତନ ଶୁଭାରମ୍ଭ ଅବସରରେ ମତବ୍ୟକ୍ତ କରି ରଜତ ଚୋପ୍ରା, ଭିପି ଏବଂ ବିଜିନେସ ହେଡ, କ୍ରମ୍ପଟନ ଗ୍ରୀଭସ କଞ୍ଜୁମର ଇଲେକ୍ଟ୍ରିକାଲ ଲିମିଟେଡର ହୋମ ଇଲେକ୍ଟ୍ରିକାଲ ଆଣ୍ଡ ପମ୍ପ କହିଛନ୍ତି ।