ଭାରତର ରୂପାନ୍ତରଣ ନିମନ୍ତେ ପାଞ୍ଚଟି ନବସର୍ଜନା

ମହାମେଘବାହନ 
ଐର ଖାରବେଳ ସ୍ୱାଇଁ :

ଅନେକଗୁଡ଼ିଏ ଟେକ୍ନୋଲୋଜି ଯାହା ଅପରିଷ୍କାର ଜଳକୁ ପରିଚ୍ଛନ୍ନ କରିପାରେ  । ପ୍ରତ୍ୟେକ ପରିବାରକୁ ପାଇପ୍ ୱାଟର ଯୋଗାଇଦେଇ ପାରେ, ସବୁଜ ବ୍ୟାଟେରୀ ତିଆରି କରିପାରେ ଯାହା ବ୍ୟବହାର କରେ ଘରେ ମିଳୁଥିବା ଖଣିଜ ପଦାର୍ଥଗୁଡ଼ିକ  । ସେମାନେ ଅତି ନିର୍ଦ୍ଦିଷ୍ଟ ତଥ୍ୟ କୃଷକମାନଙ୍କୁ ଦେଇଥାନ୍ତି ଏବଂ ପ୍ରକଳ୍ପଗୁଡ଼ିକର ବିଳମ୍ବକୁ ରୋକିଥାନ୍ତି  । ତେଣୁ ବର୍ତ୍ତମାନ ଭାରତରେ ପାଞ୍ଚଟି ନୂଆ ସର୍ଜନା ଘଟୁଛି ଯାହା ଭାରତକୁ ରୂପାନ୍ତରିତ କରିପାରିବ  । ୧୭୧୪ରେ ବି୍ରଟିଶ ସାମ୍ରାଜ୍ୟ ଗୋଟିଏ ବଡ଼ ଧରଣର ଆହ୍ୱାନକୁ ରୋକିପାରିଥିଲା  । ସେତେବେଳେ ଜାହାଜମାନେ ସମୁଦ୍ର ମଧ୍ୟରେ ଅକ୍ଷାଂଶ ଓ ଦ୍ରାଘିମାକୁ ଜାଣିପାରୁନଥିଲେ  । ସେତେବେଳକାର ବି୍ରଟିଶ ସରକାର ଉତ୍ତର ଦେଇଥିଲେ ଅକ୍ଷାଂଶ ପୁରସ୍କାର ପାଇଁ  । ଅର୍ଥାତ୍ ଯିଏ ଅକ୍ଷାଂଶ ଦେଇପାରିବ ତାକୁ ପୁରସ୍କାର ଦିଆଯାଇପାରିବ  । ଏହା ସମ୍ପୂର୍ଣ୍ଣ ଭାବରେ ଗୋଟିଏ କ୍ରୋମୋମିଟର ସୃଷ୍ଟି କଲା ଏବଂ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଲା  । ଏହା ଫଳରେ ଏହି ନୂଆ ନୂଆ ସର୍ଜନା ସୃଷ୍ଟି ହେଲା  । କୁହାଯାଏ ବି୍ରଟିଶ ସାମ୍ରାଜ୍ୟରେ କେବେହେଲେ ସୂର୍ଯ୍ୟାସ୍ତ ହୁଏନାହିଁ  । ତେଣୁ ପରବର୍ତ୍ତୀ ୨୦୦ ବର୍ଷରେ ତାହା ହୋଇନଥିଲା  । ସେଠାରେ କୌଣସି ନୂଆ ସର୍ଜନାର ପ୍ରଭାବ ପଡ଼ିନଥିଲା  । ଶତାବ୍ଦୀ ଶତାବ୍ଦୀ ପରେ ଆମେରିକା ସେହିପରି ଗୋଟିଏ ସମାନ ଦୃଷ୍ଟିଭଙ୍ଗୀ ନେଇଥିଲା ଯେତେବେଳେ ଡିଏଆର୍ପିଏ (ଡିଫେନ୍ସ ଆଡଭାନ୍ସଡ୍ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି) ମଧ୍ୟ ସୃଷ୍ଟି ହୋଇଥିଲା ଯାହା ଟେକ୍ନୋଲୋଜିର ପ୍ରୟୋଗକୁ ଆଣି କାମରେ ଲଗାଇଥିଲା ଯେଉଁଥିରେ ଇଣ୍ଟରନେଟ୍, ଜିପିଏସ୍ ଏବଂ ସ୍ୱୟଂଚାଳିତ ଗାଡ଼ିଗୁଡ଼ିକ ନୂଆ ସର୍ଜନା ସୃଷ୍ଟି କରିଥିଲେ ଏବଂ ସେମାନଙ୍କର ବଡ଼ କ୍ରେତା ଥିଲେ  । ଏଥିରୁ ଶିକ୍ଷା ମିଳିଥିଲା ଯେ, ଏହା ହେଉଛି ପରିଷ୍କାର ଯେତେବେଳେ ସରକାର ବଡ଼ ଧରଣର ସମସ୍ୟାର ସମାଧାନ କଲେ ଏବଂ ତା’ର ସମାଧାନ ମାତ୍ର କରୁଥିଲେ ଯାହା ବଡ଼ ଧରଣର କଥା ଥିଲା  । ସେମାନେ ନବସର୍ଜନାକୁ ଖୋଲିଥିଲେ ଯାହାକି ରାଷ୍ଟ୍ରମାନଙ୍କୁ ନୂଆ କରି ସୃଷ୍ଟି କରିଥିଲା  । 
ଆଜି ଭାରତ ତା’ର ନିଜର ନୂଆ ସର୍ଜନାର ପାର୍ଥକ୍ୟକୁ ଦେଖୁଛି  । ଏହା ସତ୍ତ୍ୱେ ମଧ୍ୟ ଗୋଟିଏ ବଞ୍ଚôଥିବା ଏବଂ ଚଳତ୍ଶକ୍ତି ଥିବା ବାୟୁମଣ୍ଡଳ ଏବଂ ଗୋଟିଏ ଜନସଂଖ୍ୟା ବିଶିଷ୍ଟ ଲାଭ ମିଳିଛି  । ଆମେ ନୂଆ ରୂପାନ୍ତରିତ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉଛୁ  । ଆମେ ପେଟେଣ୍ଟସ କରୁଛୁ କିନ୍ତୁ ଏହାର ବାଣିଜି୍ୟକରଣ ହେଉନାହିଁ  । ୨୦୨୨ରେ ଭାରତ ୧୪୩୦୦ କୋଟି ଡଲାରର ଆଇପିଆର୍ ବାହାରକୁ ପଠାଇଥିଲା ଏବଂ ତା’ ପୂର୍ବରୁ କେବଳ ୧୫୦୦ କୋଟି ଡଲାରର ଏହି ଦ୍ରବ୍ୟ ପାଇଥିଲା  । ଏହା ଆବିଷ୍କାର କରିଥିଲା ଯେ, କେବଳ ୧୧% ସୁଧ ମିଳିବ ଯାହା ପୂର୍ବରୁ ୧୪% ଥିଲା  । ୨୦୧୪ରେ ଆମର ଗବେଷଣା ଖର୍ଚ୍ଚ ଆମ ମୋଟ ଜିଡିପିର ୦.୬୫% ଥିଲା  । ଏହି ଜିଡିପି ହେଉଛି ଦକ୍ଷିଣ କୋରିଆ, ଇସ୍ରାଏଲ ବା ଆମେରିକା ଅପେକ୍ଷା କମ୍ ଅଟେ  । ଗବେଷକମାନେ ଯେଉଁମାନେ ସଂସ୍ଥା ସୃଷ୍ଟି କରିଛନ୍ତି ଓ ଯେଉଁମାନେ ଶିଳ୍ପଦ୍ୟୋଗୀମାନ ସୃଷ୍ଟି କରିଛନ୍ତି ସେମାନେ ଏକୁଟିଆ ଏକୁଟିଆ ଏହି କାମ କରନ୍ତି ଏବଂ ସେମାନେ ଜ୍ଞାନର ପ୍ରବେଶସୀମାକୁ କମାଇଥାନ୍ତି ଯାହା ଗବେଷଣାଗାରରୁ ବଜାରକୁ ଆସିଥାଏ  । 
ଭାରତ ସରକାର ଅନୁରୋଧ କରିଥିଲେ ଏହି ଫରକକୁ କମାଇବା ପାଇଁ ଏବଂ ଏକ ଲକ୍ଷ କୋଟି ଟଙ୍କାର ଗବେଷଣା ପାଇଁ ଖର୍ଚ୍ଚ କରିବାକୁ ଚାହିଁଥିଲେ  । ଅନୁସନ୍ଧାନ ରାଷ୍ଟ୍ରୀୟ ଗବେଷଣା ଫଣ୍ଡ ସେଥିପାଇଁ ସୃଷ୍ଟି ହୋଇଥିଲା ଯାହା ମୌଳିକ ଗବେଷଣା ପାଇଁ ବ୍ୟବହୃତ ହେଉଥିଲା ଏବଂ ତା’ର ନୂଆ ସ୍ୱରୂପମାନେ ମଧ୍ୟ ଅନ୍ୟଆଡ଼େ ସୃଷ୍ଟି ହୋଇଥିଲା  । ଭାରତର ଏଆଇ ମିଶନ ଏଥିରେ କାମ କରିଥିଲା  । ଏଆଇ ମିଶନ ଚାହୁଁଛି ତିଆରି କରିବାକୁ ନେତୃତ୍ୱ ଟେକ୍ନୋଲୋଜି କ୍ଷେତ୍ରରେ  । କୃତି୍ରମ ବୁଦ୍ଧିମତ୍ତା କ୍ଷେତ୍ରରେ ଗୋଟିଏ ଆତ୍ମନିୟୋଜିତ ଡିପ୍ ଟେକ୍ନୋଲୋଜି ପାଣ୍ଠି ଏଥିପାଇଁ ସୃଷ୍ଟି ହୋଇଛି  । ଏହି ପାଣ୍ଠି ବିଭିନ୍ନ କାରଣ ପାଇଁ ବିପଦଜନକ ଅଟେ  । କିନ୍ତୁ ସେଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ ମଧ୍ୟ ରହିଛି  । କିନ୍ତୁ ଆଜି ଦେଖାଯାଉଛି ପର୍ଯ୍ୟଟନ ଭାରତ ନୂଆ ସର୍ଜନା ସୃଷ୍ଟି କରୁଛି ଯାହା ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଛି  । ଭାରତ ହେଉଛି ପୃଥିବୀର ସବୁଠାରୁ ନିର୍ଦ୍ଦିଷ୍ଟ ସୃଷ୍ଟି ଯାହା ପୃଥିବୀର ବିଭିନ୍ନ ସ୍ଥାନରେ ମଧ୍ୟ ଘଟୁଛି  । ଆମର ଲକ୍ଷ୍ୟ ହେଉଛି ଗଢ଼ିବା ୪୦୦ କୋଟି ଡଲାରରୁ ୩୦ ଲକ୍ଷ କୋଟି ଡଲାର ସ୍ତରକୁ ୨୦୪୭ ସୁଦ୍ଧା ଯିବା  । ଏହାଛଡ଼ା ଆମ ପାଇଁ ଗୋଟିଏ ଧ୍ୟାନ ଚାହୁଁ ଯାହା ରାଷ୍ଟ୍ରୀୟ ନବସର୍ଜନା ପାଇଁ ତିଆରି ହେବା ଦରକାର  । ରାଷ୍ଟ୍ର ହେଉଛି ଗୋଟିଏ ସମସ୍ୟା ସୃଷ୍ଟିର ବସ୍ତୁ ଯାହାର ସମାଧାନ ଭାରତକୁ ଉପରକୁ ଉଠାଇପାରିବ ବିଶ୍ୱ ସ୍ତରରେ ଏବଂ ନେତୃତ୍ୱ ଦେଇପାରିବ ଏବଂ ଅତୀତ ପରି ଆମେ ବର୍ତ୍ତମାନ ଗୋଟିଏ ଶକ୍ତିଶାଳୀ ନୂଆ ଅସ୍ତ୍ର ପାଇଛୁ ଯାହାକୁ କୁହାଯାଏ କୃତି୍ରମ ବୁଦ୍ଧିମତ୍ତା ମେସିନ  । ଏହାକୁ ଜାଣି ଯେ, ଏହା ହେଉଛି ବଡ଼ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ତଥ୍ୟଭିତ୍ତିକ ସ୍ଥାନ ଯାହା ଆଗରୁ ସମ୍ଭବ ନଥିଲା ତାହା ବର୍ତ୍ତମାନ ଘଟିବାରେ ଲାଗିଛି ଏବଂ ଭାରତର ତଥ୍ୟଗୁଡ଼ିିକ ଚାରିଆଡ଼କୁ ଯାଉଛି ଯାହା ଗତକାଲି ସମ୍ଭବ ନଥିଲା ତାହା ବର୍ତ୍ତମାନ ସମ୍ଭବ ହେବାକୁ ଗଲାଣି  । ଏହି ନବସର୍ଜନାଗୁଡ଼ିକ ଅତି ଦୃଢ଼ ହେବା ଦରକାର  । ଏଗୁଡ଼ିକ ସମୟଭିତ୍ତିକ ହେବା ଦରକାର ଏବଂ ସେମାନଙ୍କର ଡିଜାଇନ୍ଗୁଡ଼ିକ ତିଆରି ହେବା ଦରକାର ସମସ୍ୟାର ସମାଧାନ ପାଇଁ ଯାହାକି ଭାରତକୁ ସବୁକିଛି କଥାକୁ ପ୍ରତିଦିନ ଲାଭ ଦେଇପାରିବ  । 
ନର୍ଦ୍ଦମାମୁକ୍ତ ଭାରତ
ଭାରତରେ ଖୋଲା ନର୍ଦ୍ଦମା ଚାରିଆଡ଼େ ଅଛି  । ଏହା ହେଉଛି ଗୋଟିକିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳ ପରିଚ୍ଛନ୍ନତାର ଅଂଶ  । ଏଥିରେ ଅନେକ ସମୟରେ ପ୍ରଦୂଷିତ ନଦୀଗୁଡ଼ିକ ଭୂତଳ ଜଳକୁ ନଷ୍ଟ କରିଥାନ୍ତି ଏବଂ ସେମାନେ ଜନସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାନ୍ତି  । ଆମେ ଚାହୁଁ ସୃଜନାତ୍ମକ ପଦ୍ଧତି ଯାହା ନଷ୍ଟ ଜଳକୁ ଶୁଦ୍ଧ କରିପାରେ  । ଆମେ ସେଥିପାଇଁ ବାୟୋଗ୍ୟାସ, ସାର ଏବଂ ପରିଚ୍ଛନ୍ନ ଜଳର କିପରି ସମନ୍ୱୟ ଘଟିବ ସେଥିପାଇଁ ଦେଖିବା ଉଚିତ  । ଆମେ ସେଥିପାଇଁ ନାଟକୀୟ ଭାବରେ ଜଳରୁ ସୃଷ୍ଟ ରୋଗକୁ ନଷ୍ଟ କରିବା ଉଚିତ ଯେତେବେଳେ ଘରେ ଏହାର ଖର୍ଚ୍ଚ ୨୫୦୦୦ରୁ ଅଧିକ ହେବା ଉଚିତ ନୁହେଁ  ।
ନିୟୁତ ନିୟୁତ ଲୋକଙ୍କ ପାଇଁ ସୁରକ୍ଷିତ ଜଳର ଆବଶ୍ୟକତା ଅଛି  । ୨୦୨୯ର ମଧ୍ୟବର୍ତ୍ତୀ ସମୟ ପାଇଁ ଗ୍ରାମୀଣ ଅଞ୍ଚଳମାନଙ୍କରେ ଟ୍ୟାପ୍ ୱାଟର ସୃଷ୍ଟି ହୋଇଥିଲା ଯାହା ଜଳଜୀବନ ମିଶନର ଅଧିନରେ ଦିଆଯାଇଥିଲା  । ଆମେ ଏ କଥାକୁ ଦେଖିବା ଉଚିତ ଯେ, ନୂଆ ଖର୍ଚ୍ଚ ସ୍ପେକ୍ଟୋମିଟର ତିଆରି କରିବା ଉଚିତ ଯାହାର ଅର୍ଥ ହେଉଛି ଟିଡିଏସ୍ ନୂଆ ରୂପ ଏବଂ ବିଭିନ୍ନ ନାଇଟ୍ରେଟ୍ସ, ଫସଫରସ ଏବଂ ବିଭିନ୍ନ ଶିଳ୍ପଗତ ସଂକେତମାନ ଯେମିତି ଦିଆଯିବ  । ଏଗୁଡ଼ିକ ରିପୋର୍ଟ ଦିଆଯିବ ଯାହା ସମସ୍ତେ ଜାଣିପାରିବେ ଏବଂ ଭାରତ ଗୋଟିଏ ଅବିଶ୍ୱାସ୍ୟ ଦେଶରେ ପରିଣତ ହେବ  । ଏହି ରେକର୍ଡଗୁଡ଼ିକ ଭାରତର ଲାଭରେ ପରିଣତ ହେବ ଏବଂ ଏଗୁଡ଼ିକ ଭାରତର ଅବସ୍ଥାକୁ ସୁରକ୍ଷିତ କରି ରଖିବ  । ଏହା ଭାରତକୁ ପରିଚାଳିତ କରିବ କେମିତି ଏଠାରେ ଜଳର ସ୍ତର ଭଲ ହେବ  । ଏଗୁଡ଼ିକ ଚେଷ୍ଟା କରିବ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଗ୍ରହଣ କରିବା ପାଇଁ  । ତେଣୁ ଏଥିପାଇଁ ଆସନ୍ତା ପଦକ୍ଷେପମାନ ନେବାକୁ ପଡ଼ିବ ଯେଉଁଥିରେ ଶସ୍ତା ଜଳ ଏବଂ ଶୁଦ୍ଧ ଜଳ ମିଳିପାରିବ ଯାହା ବାୟୁର ଗୁଣବତ୍ତାକୁ ମଧ୍ୟ ବଢ଼େଇବ  । 
ସବୁଜ ବ୍ୟାଟେରୀ
ଭାରତର ସବୁଜ ଶକ୍ତିର ପରିବର୍ତ୍ତନ ବାଧାପ୍ରାପ୍ତ ହେଉଛି ଯେ ଭାରତ ସବୁଜ ବ୍ୟାଟେରୀ ଉପରେ ନିର୍ଭର କରୁଛି  । ଏହା ହେଉଛି ବାୟୁମଣ୍ଡଳରକୁ ରକ୍ଷା କରିବାର ଗୋଟିଏ ବଡ଼ ଉପାୟ ଯାହା ଏହି ବ୍ୟାଟେରୀ ଦ୍ୱାରା ସମ୍ଭବ ହୋଇପାରିବ  । ଏହା ବ୍ୟାଟେରୀର ବ୍ୟବହାରକୁ ସନ୍ତୁଷ୍ଟ କରିବ ଏବଂ ଏହାର ଶକ୍ତିର ବୃଦ୍ଧି କରିବ  । ବ୍ୟାଟେରୀମାନଙ୍କର ପ୍ରୟୋଗ ଦ୍ୱାରା ଗାଡ଼ିମାନଙ୍କରେ ଡିଜେଲ ଓ ପେଟ୍ରୋଲ୍ମାନଙ୍କର ଆଉ ଏତେବେଶୀ ବ୍ୟବହାର ହେବନାହିଁ  । ସେଥିପାଇଁ ଅନେକ ସମୟରେ ବାୟୁମଣ୍ଡଳର ପ୍ରଦୂଷଣ ହେବନାହିଁ  । 
କୃଷିର ଉନ୍ନତି
କୃଷି କ୍ଷେତ୍ରରେ ଭାରତର କୃଷକମାନେ ବର୍ଷାର ବିଭିନ୍ନ ପ୍ରକାରର ପରିବର୍ତ୍ତନ ଓ ମାଟିର ନଷ୍ଟ ସମ୍ପର୍କରେ ଅନେକଗୁଡ଼ିଏ ଉଦାହରଣ ଏଠାରେ ମିଳୁଛି  । ଭାରତରେ ବର୍ଷାର ବ୍ୟାପକ ପରିବର୍ତ୍ତନ ଘଟୁଛି ଏବଂ ଭାରତରେ ମାଟିର ନଷ୍ଟ ମଧ୍ୟ ହେଉଛି ଏବଂ ବର୍ଷାଜଳର ବିଭିନ୍ନ ପରିବର୍ତ୍ତନ ମଧ୍ୟ ହେଉଛି  । ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ବଡ଼ ଧରଣର କୃଷି କ୍ଷେତ୍ରରେ ନୂଆ ସର୍ଜନା ସୃଷ୍ଟି କରିବା ଉଚିତ  । 
୧୨୦ ଦିନିଆ ଫ୍ଲାଇଓଭର ବା ଅଣ୍ଡରପାସ୍
କୃଷି କ୍ଷେତ୍ରରେ ଆମର ସହରମାନ ସମ୍ପୂର୍ଣ୍ଣ ଅଟକି ରହୁଛି କାରଣ ଅନେକ ସମୟରେ ଏଥିରେ ବିଶେଷ କିଛି କାର୍ଯ୍ୟ ହେଉନାହିଁ  । ଜମିଗୁଡ଼ିକ ଉପରେ ଫ୍ଲାଇଓଭର ହେଉଥିବାରୁ ସେଥିରେ ଚାଷ ହୋଇପାରୁନାହିଁ, ଏହାକୁ ମଧ୍ୟ ଦୂର କରାଯିବା ଉଚିତ  । 
ତେଣୁ ଶେଷକୁ ଭାରତକୁ ଗୋଟିଏ ୪୦୦ କୋଟି ଡଲାରର ଅର୍ଥନୀତିରୁ ୩୦୦୦ କୋଟି ଡଲାରର ଅର୍ଥନୀତିକୁ ୨୦୪୭ ସୁଦ୍ଧା ପରିବର୍ତ୍ତନ କରିବା ଏଗୁଡ଼ିକ ଅଳ୍ପ ଅଳ୍ପ ଭାବରେ ବଢ଼ାଇ କରାଯାଇପାରିବ ନାହିଁ  । ଆମକୁ ଏ ସମ୍ପର୍କରେ ରାଷ୍ଟ୍ରୀୟ ନବସର୍ଜନାର ଦାୟିତ୍ୱ ନେବାକୁ ପଡ଼ିବ ଏବଂ ତା’ହେଲେ ଯାଇ ଭାରତ ବର୍ଷ ପରିବର୍ତ୍ତିତ ହେବ  ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ   
ମୋବାଇଲ୍ -୯୪୩୭୦୨୦୨୯୦