ମହିଳା ନିଖୋଜ 

ବେତନଟୀ : ବେତନଟୀ ଥାନା ଅନ୍ତର୍ଗତ ସଠିଲୋ ଗ୍ରାମର ରାଜେନ୍ଦ୍ର ନାଏକଙ୍କ ପନôୀ ହୀନ ନାଏକ (୫୦) ଆଜକୁ ୨୪ଦିନ ହେବ ନିଖୋଜ ରହିଛନ୍ତି । ଏ ନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ  ହୋଇଛି । ପ୍ରକାଶ ଯେ,  ଗତ ଏପ୍ରିଲ୍ ୭ ତାରିଖ ଦିନ ପ୍ରାୟ ମଧ୍ୟାହ୍ନ ୧୨ଟା ସମୟରେ ଛେଳି ଚରେଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରୁ ତାଙ୍କର କୌଣସିି ଖବର ଆଜି ପର୍ଯ୍ୟନ୍ତ ମିଳିପାରୁନାହିଁ । ତେବେ ତାଙ୍କର ମାନସିକ ସ୍ଥିତି ଭଲ ନଥିବା ଜଣାପଡିଛି । ଏ ନେଇ ବେତନଟୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।