ସମାଜସେବୀଙ୍କ  ଶ୍ରାଦ୍ଧବାର୍ଷିକ 

ବରୀ : ବରୀ ବ୍ଲକ ବୌଦ୍ଧପୀଠ ରନôଗିରି ଗ୍ରାମର ଅମାହିକ ବ୍ୟକ୍ତିତ୍ୱ ସମସ୍ତଙ୍କ ଆଦରଣୀୟ ମଣିଷ ସମାଜସେବୀ ବିଷୁଚରଣ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉସôବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ହେଇଥିଲା । ପୁଷ୍ପଗିରି ପରିଷଦର ସଭାପତି ଦୁଃଖୀ ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ କ୍ରମେଡ ଦିବାକର ବିଶ୍ୱାଳ, ଡ. ଭାଗ୍ୟଧର ସାହୁ, ଡ ନୃସିଂହ ଚରଣ ବେହେରା, ସମାଜସେବୀ ନିମାଇଁ ରାୟ, ଅଭିରାମ ମଲ୍ଲ, ମକରଧ୍ୱଜ ସାହୁ, ମନୋଜ ଦାସ, ଦିଲ୍ଲୀପ କୁମାର ଦାସ, ବଡଚଣା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ଧଳ, ଈଶ୍ୱର ପରିଡା, ରମାକାନ୍ତ ମଣ୍ଡଳ, ଗୋପୀନାଥ ଦାସ, ବାବାଜୀ ଚରଣ ଦାସ, ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାନ୍ତି ଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।