ସରକାରୀ କୋଠା ବାହାରେ ଲାଗିବ ସିସିଟିଭି

ସରକାରୀ କୋଠା ବାହାରେ ଲାଗିବ ସିସିଟିଭି

କେନ୍ଦ୍ର ଓ ରାଜ୍ୟର ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଓ ଦୁର୍ନୀତି ରୋକିବାକୁ ନିଆଯାଇଛି ଏଭଳି ପଦକ୍ଷେପ । ଅତି କମରେ ୫ଶହ ମିଟର ଯାଏଁ ନଜର ରଖିବ ଏହି ସିସିଟିଭି । କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମରୁ ରଖାଯିବ ନଜର । ଏଥିପାଇଁ ଆସନ୍ତା ୧୭ ତାରିଖରେ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।