ସେନାପଟା ଲାଗି ନୀତି ପାଇଁ ଦର୍ଶନ ବନ୍ଦ
ପୁରୀ : ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଆଜି ରାତ୍ର ଆଳତି ପହୁଡ଼ ପର ଠାରୁ ଆସନ୍ତା କାଲି ୧୦.୬.୨୦୨୫ ରିଖ ମଙ୍ଗଳବାର ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।