୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବୋଡ଼ନ ମୁଖ୍ୟ ସଡ଼କ ଉପରେ ୧୦୮ ଏମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ, ରୋଗୀ ନେଇ ଆସୁଥିବା ଏମ୍ବୁଲାନ୍ସ ଦୁର୍ଘଟଣା ଯୋଗୁଁ ରୋଗୀ ଆହତ ହୋଇଛନ୍ତି । ଜୀବନ ରକ୍ଷା ପାଇ ଲୋକେ ଏମ୍ବଲାନ୍ସରେ ଯାତ୍ରା  କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ଚିକିସôିତ ହେଉଛନ୍ତି । ୧୦୮ ଜନସ୍ୱାସ୍ଥ୍ୟ ସେବା ଲୋକଙ୍କ ପ୍ରଥମ ପସନ୍ଦ ଅଟେ । ସେହି ଏମ୍ବୁଲାନ୍ସ ଭାରସାମ୍ୟ ହରାଇ ସଡ଼କ କଡକୁ ଓଲଟି ପଡ଼ିଅଛି । ଆସୁଥିବା ରୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଏକ ଏମ୍ବୁଲାନ୍ସ ରେ ରୋଗୀଙ୍ଗୁ ଚିକିସôା ପାଇଁ ପଠାଇ ଦେଇଥିବା  ଜଣାପଡିଛି  ।