୧୬୩୫ ନୂଆ ଗାଁର ରାଜସ୍ୱ ପରିବର୍ତ୍ତନ
ଖୁବଶୀଘ୍ର ୧୬୩୫ଟି ନୂତନ ଗ୍ରାମର ସୀମା ପରିବର୍ତ୍ତନ କରାଯିବ । ରାଜସ୍ୱ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ଜାରି ହେଲା । ନକ୍ସା ପରିବର୍ତ୍ତନ ପାଇଁ ନିଦେ୍ଦର୍ଶକ,ଜିଲ୍ଲାପାଳ ଓ ଆର ଡସିିଙ୍କୁ ଚିଠି । ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।