୫ ବାଲି ହାଇୱା ଜବତ

 ପାଣିକୋଇଲି: ଖଣି ବିଭାଗ ପକ୍ଷରୁ ପାଣିକୋଇଲି ଅଞ୍ଚଳରୁ ୫ଟି ବାଲି ବୋଝେଇ ହାଇବା ଜବଦ କରାଯାଇଛି । ବେଆଇନଭାବେ ବିନା ନିଲାମ ଘାଟରୁ ବାଲି ଚାଲାଣ ହେଉଥିବା ବେଳେ ରବିବାର ରାତ୍ରୀରେ ଯାଜପୁର ଖଣିବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଜବଦ ହାଇବାକୁ ପୁଲିସ ଜିମା ଦିଆଯାଇଛି ।