ୱାଇଜ୍ମ୍ୟାନ ଗ୍ଲୋବାଲ୍ ଷ୍ଟୁଡେଣ୍ଟ୍ ଅର୍ଗାନାଇଜେସନ୍ ପ୍ରୋଗ୍ରାମ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ବିଦେଶରେ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରୁଥିବା ୱାଇଜ୍ମ୍ୟାନ ଗ୍ଲୋବାଲ ଏଲଏଲପି ଜାନୁଆରୀ ୨୦୨୪ରେ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିଲା । ଆମର ପ୍ୟାରେ କମ୍ପାନୀ କେରଳରେ ଅବସି୍ଥତ । ସାରା ରାଜ୍ୟରେ ଏହାର ୧୪ଟି ଶାଖା ରହିଛି  । ଏହା ୨୦୧୦ରେ ପ୍ରତିଷ୍ଠିତ ହୋଇଥିଲା । ୩୦୦୦ରୁ ଅଧିକ ଛାତ୍ରଙ୍କୁ ବିଦେଶରେ ସେମାନଙ୍କ ଇଚ୍ଛା ଅନୁସାରେ ପାଠ୍ୟକ୍ରମ ଅନୁସରଣ କରିବାରେ ସଫଳ କରିଛୁ । ବିଶ୍ୱବ୍ୟାପୀ ୮୧୭ ବିଶ୍ୱବିଦ୍ୟାଳୟ ସହିତ ସହଭାଗିତା ରହିଛି । ଆମର ବିଦେଶରେ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପରାମର୍ଶ ପ୍ରଦାନ କରୁଛୁ ।  ଆମର ନେଟ୍ୱାର୍କ ଆମେରିକା, କାନାଡ଼ା, ୟୁକେ, ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଏସିଆ ପରି ଦେଶରେ ବ୍ୟାପ୍ତ । ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ୩୦,୦୦୦ରୁ ଅଧିକ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରିଥାଏ ।  ଏମ୍ବିବିଏସ୍ ଅନୁସରଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ  ବିଶେଷ ଭାବରେ ଏହା ଡିଜାଇନ୍ କରାଯାଇଛି । ଆମେ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛୁ ଯେଉଁମାନେ ନିଟ୍ ପରୀକ୍ଷାରେ ଭଲ ସ୍କୋର ସୁରକ୍ଷିତ କରିବାରେ ଅସମର୍ଥ ଓ ଭାରତୀୟ ଜାତୀୟ ମେଡିକାଲ୍ କାଉନ୍ସିଲ୍ ନିୟମ ମାନି ଏହି ଅନୁଷ୍ଠାନ ସମ୍ମାନଜନକ ଅଟେ । ଏହି କ୍ୟାମ୍ପସ୍ କେବଳ ଭାରତୀୟ ଛାତ୍ରମାନଙ୍କ ପାଇଁ ଭାରତୀୟ ଖାଦ୍ୟ ଯୋଗାଇଥାଏ । ଆଇଏସଏମ ମେଡିକାଲ୍  କଲେଜରୁ ତିନିଜଣ ବରିଷ୍ଠ ଅତିଥି ଆମକୁ ଭୁବନେଶ୍ୱର ପରିଦର୍ଶନ କରି ସେମାନଙ୍କ ଅନୁଷ୍ଠାନ ଓ ସୁବିଧା ବିଷୟରେ ଆଲୋଚନା କରିଥିବାରୁ ଆମେ ଗର୍ବିତ । ଓଡ଼ିଶାର ଛାତ୍ରମାନେ ସେମାନଙ୍କ ବିକଳ୍ପ ଅନୁସନ୍ଧାନ କରିବା ପାଇଁ ଏହା ଏକ ଚମକ୍ରାର ସୁଯୋଗ ବୋଲି ସେ କହିଛନ୍ତି ।  କାର୍ଯ୍ୟାଳୟ ପୁରୀ-କଟକ ମୁଖ୍ୟ ରାସ୍ତାର ଲକ୍ଷ୍ମୀସାଗର ଛକ ନିକଟରେ ଅବସ୍ଥିତ ।