ଅନ୍ତିମ ପର୍ଯ୍ୟାୟ କାଲିକି ଶେଷ ହେ

ଅନ୍ତିମ ପର୍ଯ୍ୟାୟ କାଲିକି ଶେଷ ହେ
ଅନ୍ତିମ ପର୍ଯ୍ୟାୟ କାଲିକି ଶେଷ ହେ
ତା'ପରେ ଭାରିବ ଫଳ
ଫଳ କଥା ଭାବି ନେତାଙ୍କର ମନ
ଟଳମଳ ଟଳମଳ...
ହାରିଲେ ବୋହିବ ଝୋଳ...
ଆଉ ଜିତିଗଲେ ପାଞ୍ଚ ବର୍ଷ ଯେଇଁ
ଖାଲି ତ କରିବେ ଖେଳ...