କି କଥା ବୋଇଲେ ?
ବାରବାଟୀ ମ୍ୟାଚ୍ ନଅ ତାରିଖରେ
ହବ ଖାଲି ଘାଇଁ ଘାଇଁ
ଟିକଟ ପାଇଁକି ସଭିଏଁ ବିକଳ
ଖଣ୍ଡେ ଖଣ୍ଡେ ନବା ପାଇଁ...
ଗଲାଥର ଭଳି ଭାଇ...
ନହଉ ଏଥର, ସୁରୁଖୁରୁରେ ଯେ
ସରିଯାଉ ଭଲେ ଯାଇ...
Join our subscribers list to get the latest news, updates and special offers directly in your inbox
ବାରବାଟୀ ମ୍ୟାଚ୍ ନଅ ତାରିଖରେ
ହବ ଖାଲି ଘାଇଁ ଘାଇଁ
ଟିକଟ ପାଇଁକି ସଭିଏଁ ବିକଳ
ଖଣ୍ଡେ ଖଣ୍ଡେ ନବା ପାଇଁ...
ଗଲାଥର ଭଳି ଭାଇ...
ନହଉ ଏଥର, ସୁରୁଖୁରୁରେ ଯେ
ସରିଯାଉ ଭଲେ ଯାଇ...
Rasmita Behera Jan 23, 2025 6058
Rasmita Behera Sep 12, 2025 5933
Rasmita Behera May 2, 2025 5930
Rasmita Behera May 30, 2025 5866
Rasmita Behera Sep 16, 2025 5691
Total Vote: 14
ପୂର୍ବର ବିଜେଡ଼ି ସରକାର