କେନାଲରେ ବୁଡ଼ି ମହିଳା ମୃତ
ବାଲିକୁଦା: ପଟ୍ଟାମୁଣ୍ଡାଇ କେନାଲର ଏକ ଖାଲୁଆ ସ୍ଥାନରେ ଥିବା ପାଣିରେ ବୁଡି ଜନୈକା ମହିଳାଙ୍କ ମୃତୁ୍ୟ ଘଟିଛି । ମହିଳା ଜଣକ ବଡ଼ଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମର ରବୀନ୍ଦ୍ର ବେହେରାଙ୍କ ଧର୍ମପନôୀ ରେବତୀ (୫୭) ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ଘର ନିକଟ ପଟ୍ଟାମୁଣ୍ଡାଇ କେନାଲକୁ ଶୌଚ ହେବାକୁ ଯାଇ ବୁଡ଼ିଯାଇଥିଲେ ।