କେନ୍ଦୁଝର ଜିଲ୍ଲା ଗସ୍ତରେ କେନ୍ଦ୍ରୀୟ ଟିମ୍
ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମଙ୍କ 4 ଦିନିଆ ଓଡ଼ିଶା ଗସ୍ତ । ମଙ୍ଗଳବାରଠୁ 23 ତାରିଖ ଯାଏଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ଏହି ଦୁଇ ଜଣିଆ ଟିମ । କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ଉପରେ ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବ ଏହି ଟିମ୍ ।