ଚଣ୍ଡିମାତା ସେବା ସଂସ୍ଥାର ସହାୟତା


 ଖଇରା : ଖଇରା ବ୍ଲକ ଅଧୀନସ୍ଥ ସାରକୋଣା ଗ୍ରାମ ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ତପନ ପାତ୍ର(୩୨)ଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ନନେ୍ଦାର ଚଣ୍ଡିମାତା ସେବା ସଂସ୍ଥା ସହଯୋଗର ହାତ ବଢାଇଛି । ତପନଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ସଂଗଠନର କର୍ମକର୍ତ୍ତା ପ୍ରହଲ୍ଲାଦ ପତି, ଧନଞ୍ଜୟ ପଣ୍ଡା, ଗୌତମ ନାୟକ, ଅନାଦି ଧଡା, ତପନ ବାରିକ, ସୁରେନ୍ଦ୍ର ନାୟକ ଓ ଶିବଶଙ୍କର ନାୟକ ସହଯୋଗର ହାତ ବଢାଇବା ସହ ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି ।