ପୁଣି ବିଜେଡି ଉପରେ ବର୍ଷିଲେ ଜୟନାରାୟଣ

ପୁଣି ବିଜେଡି ଉପରେ ବର୍ଷିଲେ ଜୟନାରାୟଣ

ଭୁବନେଶ୍ୱର : ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ  ପ୍ରସଙ୍ଗରେ  ବର୍ଷିଛନ୍ତି ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶୁକ୍ରବାର ଗଣମାଧ୍ୟମରେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି । ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରି ଆସିଛି। ବର୍ତ୍ତମାନ ବେଳ ଥାଉ ଥାଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଜୟନାରାୟଣ କହିଛନ୍ତି

ରିପୋର୍ଟ - ହେନାମଞ୍ଜରୀ ସ୍ୱାଇଁ