ବିଜେଡିର ସାଂଗଠନିକ ବୈଠକ


ାା ପ୍ରଭାନୁ୍ୟଜ ।ା ଦଶରଥପୁର : ଦଶରଥପୁର ବ୍ଲକ କୟାଁ ପଞ୍ଜାୟତ ବିଜେଡ଼ି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବାସ ଭବନରେ ପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ମଲ୍ଲିକଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ପଞ୍ଚାୟତବିଜେଡି ସଭାପତି ଚଉବନ ବାରିକ, ସମିତିସଭ୍ୟ ରୋଶନ ଦାସ, ନାଏବ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତା ପଞ୍ଚାନନ ମଲ୍ଲିକ, ଦେବଦତ ନାୟକ, ପ୍ରତାପ କୁମାର ନାୟକ, ପୂର୍ବତନ ସରପଞ୍ଚ ପ୍ରଶେଷ ସୁତାର, ଉମେଶ ଦାସ, ରବୀନ୍ଦ୍ର ସାହାଣୀ, ହିମାଂଶୁ ନାୟକ, ଅଲେଖ ଦାସ, ଅଞ୍ଚଳ ମଲ୍ଲିକ, ଅଭିମନୁ୍ୟ ମଲ୍ଲିକ, ମନୋଜ ମହାକୁଡ଼, ମଣ୍ଟୁ ବାରିକ, ନିର୍ମଳ ସାହାଣୀ, ଅଦୈତ ସ୍ୱାଇଁ, ବଟକୃଷ୍ଣ ଦାସ, ଜିବେଶ ନାୟକ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ଆଗାମୀ ଦିନରେ ପଞ୍ଚାୟତରେ କିପରି ସାଧାରଣ ଲୋକ, ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଏକତା ବଜାୟ ରହିବ ଏବଂ ପଞ୍ଚାୟତର ଉନ୍ନତି ପାଇଁ କିପରି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେଥିନେଇ ବୈଠକରେ ମୁଖ୍ୟତ ଆଲୋଚନା କରାଯାଇଥିଲା ।