ବିଶ୍ୱଶାନ୍ତି ମହାଯଜ୍ଞ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବାଲିପାଟଣା ଗ୍ରାମର ଅଧିଷ୍ଠିତ ଦେବତା ଶ୍ରୀ ଶ୍ରୀ ଲଛମନଜୀଉ ଙ୍କର ମନ୍ଦିରରେ ତୃତୀୟ ବାର୍ଷିକ ବିଶ୍ୱଶା"ି ମହାଯଜ୍ଞ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଛି । ୩ ଦି ଧରି ହେବାକୁ ଥିବା ଏହି ବିଶ୍ୱଶାନ୍ତି ଯଜ୍ଞରେ ଅଙ୍କୁରା ରୋପଣ, କଳସ ଶୋଭାଯାତ୍ରା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋ-ପୂଜା ଓ ଅଗ୍ନି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବାଲିପାଟଣା ଗ୍ରାମବାସୀ ନିବେଦନ କରିଛନ୍ତି ।