ଯାତ୍ରୀଙ୍କୁ ଆମ ବସ୍ କଣ୍ଡକ୍ଟରଙ୍କ ଥାପଡ ମାଡ 

ଭୁବନେଶ୍ୱର : ଭୁବନେଶ୍ୱରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ ମାରିଲେ ‘ଆମ ବସ୍’ କଣ୍ଡକ୍ଟର । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ ମରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ୟୁନିଟ ୱାନ୍ ମାର୍କେଟ ପାଖରେ ଥିବା ବସ୍ ଷ୍ଟପ୍ ପାଖରେ ଏହି ଘଟଣା ଘଟିିଛି । ଙଊ୩୩ଇଐ୦୧୬୬  ନଂ ଥିବା ଆମ ବସ୍ କଣ୍ଡକ୍ଟରଙ୍କ ଏଭଳି ଦାଦାଗିରି ।
ବସ୍ ଭିତରୁ ବାହାରି ଆସି ଥାପଡ ମାରିଲେ କଣ୍ଡକ୍ଟର ।