ରସୁଲଗଡ ଛକରେ ସିରିଜ ଦୁର୍ଘଟଣା
ଭୁବନେଶ୍ୱର - ରସୁଲଗଡ ଛକରେ ସିରିଜ ଦୁର୍ଘଟଣା । ଅଟୋକୁ ପଛରୁ ପିଟିଲା ବସ । ପଛକୁ ପଛ ଏନଏଚଆଇର ଏକ ଗାଡି ଓ ଟ୍ରକ ମଧ୍ୟ ପିଟି ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର - ରସୁଲଗଡ ଛକରେ ସିରିଜ ଦୁର୍ଘଟଣା । ଅଟୋକୁ ପଛରୁ ପିଟିଲା ବସ । ପଛକୁ ପଛ ଏନଏଚଆଇର ଏକ ଗାଡି ଓ ଟ୍ରକ ମଧ୍ୟ ପିଟି ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
Jitendra Sahu Oct 25, 2024 5601
Jitendra Sahu Dec 17, 2024 5238
Rasmita Behera Sep 29, 2024 7212
Henamanjaree Swain Oct 23, 2025 6096
Samir Kumar Rout Jan 20, 2026 6015
Rasmita Behera Sep 3, 2025 5920
Rasmita Behera Nov 18, 2024 5579
Total Vote: 17
ପୂର୍ବର ବିଜେଡ଼ି ସରକାର