ରାଉତରାପୁରରେ କୁମ୍ଭୀର ଆତଙ୍କ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଉତରାପୁରରେ କୁମ୍ଭିର ଆତଙ୍କ ଖେଳିଯାଇଛି । ରାଉତରାପୁର ଗାଁ କଡ଼ଦେଇ ବହିଯାଇଥିବା ଖରସ୍ରୋତା ନଦୀରେ ଆଜି ସକାଳେ କୁମ୍ଭିର ଦେଖିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ  ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଫୁଲିବାରେ ଲାଗିଛି । ନଦୀର ସ୍ରୋତ ବଢୁଥିବା ବେଳେ ସକାଳେ ସ୍ଥାନୀୟ ଲୋକେ ନଦୀରେ କୁମ୍ଭିର ଦେଖିବାକୁ ପାଇଥିଲେ