ରାଣୀପୁର ଝରିଆଲ ମହୋସôବ କମିଟି ଗଠିତ

 ନୂଆପଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ  । ତନ୍ତ୍ର,ମନ୍ତ୍ର,ସିଦ୍ଧି,ସାଧନା ଓ ସର୍ବ ଧର୍ମ ସମନ୍ୱୟର  ଚଉଷଠି ଯୋଗିନୀ ପୀଠର ସୁରକ୍ଷା, ସଂରକ୍ଷଣ ପୁନରୁଦ୍ଧାର ଓ ଏହାର ସାମଗ୍ରିକ ବିକାଶ  ସହ ଐତିହ୍ୟ,ସଂସ୍କୃତିର ପ୍ରଚାର ପ୍ରସାର ଉଦେ୍ଦଶ୍ୟରେ ଆୟୋଜିତ ହେବାକୁ ଥିବା ରାଣୀପୁର ଝରିଆଲ ମହୋସôବ କମିଟି ଗଠିତ ହୋଇଯାଇଛି  । ଆବାହକ ରାଜୀବ ସଗରିଆଙ୍କ ଆବାହକତ୍ୱରେ ଓ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଣୀପୁର ଝରିଆଲ ମହୋସôବ କମିଟି ଚୟନ କରାଯାଇଥିଲା  । ଏଥିରେ ଉପଦେଷ୍ଟା ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ,ବଙ୍ଗୋମୁଣ୍ଡା ବିଡ଼ିଓ ବିଜୟ ହୋତା, ତୁରେକେଲା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ,ପୂର୍ବତନ ସରପଞ୍ଚ ରାଜାରାମ ବେହେରା,ଆବାହକ ରାଜୀବ ସଗରିଆ,ସଭାପତି ଭାବେ ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ମାମରାଜ ଜୈନ, ଉପସଭାପତି  ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼ ,ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା,ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉମାକାନ୍ତ ସାହୁ, ସମ୍ପାଦକ ଭାବେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ସିନ୍ଧକେଲା ସରପଞ୍ଚ ନରେଶ ଅଗ୍ରୱାଲ, ଗୋପୀନାଥ ସାହୁ, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ସାମ୍ବାଦିକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ  ଅର୍ଜୁନ ଯାଦବ,ତପନ ଜୈନ,ପ୍ରଚାର ପ୍ରସାର ଦାୟିତ୍ୱରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ସାମ୍ବାଦିକ ହୁଲେଶ୍ୱର ହଂସ,ମଞ୍ଚ ଦାୟିତ୍ୱରେ ଶ୍ୟାମ ସୁନ୍ଦର ସାହୁ,ଦିବାକର ବାଗ,ଅଭ୍ୟର୍ଥନା ଦାୟିତ୍ୱରେ ବେଦବ୍ୟାସ ନାଗ,କେକି ସିଂ ଭୋଇ, ଅର୍ଧେନ୍ଦୁ କୁମାର ଦାସ ଯାଦବ, ଅଜୟ ଶର୍ମା, ଖାଦ୍ୟ ବିଭାଗରେ ରାଧାମୋହନବେହେରା,ପହଲେଶ୍ୱର ପୁଟେଲ,ମହାଦେବଭୋଇ,ସାଂସ୍କୃତିକ ବିଭାଗରେ ବିରଞ୍ଚି ନାରାୟଣ ଦାସ,ନାରାୟଣ ମିଶ୍ର, ସୁଶୀଲ ପୋଢ଼,ରେଣୁରଞ୍ଜନ ବାଗ,ସୁଧାକର ସାହୁ, ରବୀନ୍ଦ୍ର ସାହୁ ପ୍ରମୁଖ ମନୋନୀତ ହୋଇଥିବା ସୂଚନା ମିଳିଛି  । ଗତ ୨୦୧୧ ମସିହାରୁଐତିହ୍ୟ,କଳା,ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ରାଣୀପୁର ଝରିଏଲ ମହୋସôବ ଆୟୋଜନ ହୋଇଆସୁଛି  । ଆସନ୍ତା ଜାନୁୟାରୀ ୧୭,୧୮ ଓ ୧୯ ତିନି ଦିନ ବ୍ୟାପି ମହୋସôବ  ଅନୁଷ୍ଠିତ ହେବ  ।