ଲମ୍ବୋଦର ନିଖୋଜ, ଥାନାରେ ଅଭିଯୋଗ 

 ବରୀ : ରାମଚନ୍ଦ୍ରପୁର ଥାନା ଅଧିନ ଅଟିରା ପଞ୍ଚାୟତର ଅରୁଆଳ ଗ୍ରାମର ସ୍ୱର୍ଗତ ମଧସୁଦନ ପରିଡାଙ୍କ ପୁତ୍ର ଲମ୍ବୋଦର ପରିଡା (୩୭) ଦୀର୍ଘ ଦିନ ଘରୁ କୁଆଡେ ପଳାଇ ଯାଇଥିବା ତାଙ୍କର ବଡ଼ ଭାଇ ଦାମୋଦର ପରିଡା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଘରୁ ପଳାଇ ଯାଇଛନ୍ତି । ତାଙ୍କର ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ତାଙ୍କର କୌଣସି ସନ୍ଦାନ ମିଳୁନାହିଁ । ତାଙ୍କର ମୁଣ୍ଡ ବିକୃତ ଥିବା ତାଙ୍କର ଭାଇ ଦାମୋଦର ଅଭିଯୋଗ କରିବା ସହିତ ତାଙ୍କର ସାନଭାଇ ଲମ୍ବୋଦର କୌଣସି ବ୍ୟକ୍ତି ସନ୍ଦାନ ପାଇଲେ ବରୀ ଥାନା ସହିତ ଏହି ୯୭୭୭୨୮୨୮୫୩ ନମ୍ବର ରେ ଜଣାଇବାକୁ ନିବେଦନ କରିଛନ୍ତ