ଶ୍ରୀ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ସେବା କାର୍ଯ୍ୟ
 ନୂଆପଡା :  ସୋମବାର ଖଡ଼ିଆଳ କଣ୍ଟାବାଞ୍ଜି  ରାସ୍ତାରେ ବାମ୍ଫର ଧକ୍କାରେ ଦୁଇ ଚକିଆ ଯାନ ଦ୍ୱାରା ରାସ୍ତାରେ ପଡ଼ି  ଅଣ୍ଟା ଓ ଗୋଡ଼ ଆହତ ହୋଇଥିବା ମହିଳାଙ୍କୁ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ଚାରି ଚକିଆ ଗାଡ଼ି ଯୋଗେ ସ୍ଥାନୀୟ ଖଡ଼ିଆଳ ହସ୍ପିଟାଲରେ ଚିକିସôା ପାଇଁ ପହଞ୍ଚାଇ ଦିଆଯାଇଥିଲା । ଏହି ସେବା କାର୍ଯ୍ୟରେ ଶ୍ରୀବସô ବାରିକ, ବିଘ୍ନରାଜ ସାହୁ, ଶେଷଦେବ ବାରିକ ବନମାଳୀ ପୁଝାରୀ, ପରୀକ୍ଷିତ ବିଶି ସାମିଲ ଥିଲେ । ଏହି ଆହତ ହୋଇଥିବା ମହିଳା ବଲାଙ୍ଗୀର ଜିଲ୍ଲାର ଲୁକୁପଳା ଗ୍ରାମର ବୋଲି ଜଣାପଡିଛି ।
 ଜିଲ୍ଲାର ସମସ୍ତ ସରକାରୀ ଓକିଲମାନଙ୍କ ସହଯୋଗ କାମନା କରିଥିଲେ । ସ୍ୱତନ୍ତ୍ର ପିପି ମନୋଜ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଏପିପି ବ୍ରଜସୁନ୍ଦର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ଭୀମସେନ ପ୍ରଧାନ, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ଅରୁଣ କୁମାର ସାମଲ, ନିରଞ୍ଜନ ବଳ,  ପ୍ରତିମା ଓଝା, ସରୋଜ କୁମାର ଜେନା, ମୀର ଅଫସଲ ଅଲ୍ଲୀବକ୍ସ, ଅଜୟ କୁମାର ମହାନ୍ତି, ମଧୁଶ୍ମ୍ମିତା ଦାସ, ହରପ୍ରିୟା ସାହୁ, ପ୍ରଭାତ କୁମାର ଜେନା, ବିରକିଶୋର ମହାନ୍ତି,ନଳିନୀକାନ୍ତ ମଙ୍ଗରାଜ, ମାନସ କୁମାର ଧଳ,ସ୍ମୃତିରଞ୍ଜନ ସିଂ,  କଳାକାର ରାଉତ, ସେକ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
