ରାଜ୍ୟରେ ସିବିଆଇ ରେଡ୍

ଭୁବନେଶ୍ୱର : ରାଜ୍ୟରେ ହୋଇଛି ବଡ ଧରଣର ସିବିଆଇ ରେଡ୍ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ୍ ଜାଲ୍ ନେଇ ହୋଇଛି ରେଡ୍ । ନୂଆପଡା, କଳାହାଣ୍ଡି,ରାୟଗଡା, ଭଦ୍ରକ ଓ ବାଲେଶ୍ୱରର କେତେକ ଅଞ୍ଚଳରେ ଚଢାଉ କରିଛି ସିବିଆଇ । ଏହି ରେଡ୍ରେ ସିବିଆଇର ୧୨୨ଅଫିସରଙ୍କ ସହ ୨୦୪ ଅଫିସର ସାମିଲ୍ ହୋଇଥିବା ଜଣାପଡିଛି । ପୋଷ୍ଟାଲ୍ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଥିଲା । ପ୍ରାର୍ଥୀଙ୍କ ଭିତରୁ ୬୩ଜଣ ଜାଲ୍ ସାର୍ଟିଫିକେଟ୍ ଦେଇଥିବାର ଅଭିଯୋଗ ଥିଲା । ଅନେକ ଅଯୋଗ୍ୟ ଲାଞ୍ଚ କାରବାର କରି ଚାକିରୀ ପାିଥିବା ନେଇ ଅଭିଯୋଗ ପାଇଥିବା ନେଇ ଏହି ହୋଇ ଆସୁଥିଲା ।