ଓଟିଇଟି କେଳେଙ୍କାରୀ: ରିମାଣ୍ଡରେ ଯିବେ ଦୁଇ ଜଣ

ଓଟିଇଟି କେଳେଙ୍କାରୀ: ରିମାଣ୍ଡରେ ଯିବେ  ଦୁଇ ଜଣ

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣ ରିମାଣ୍ଡରେ ଯିବେ । ଦୁଇ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।  ଦିନକ ପାଇଁ ରିମାଣ୍ଡ ଅନୁମତି ଦେଲେ କଟକ ଜେଏମଏଫସି-୩ । ପୂର୍ବରୁ ବିଜୟ ମିଶ୍ର, ଜିତନ ମହାରଣାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ । ଏବେ ସନାତନ ବିଷୋୟୀ ,ରାମଜୀ ପ୍ରସାଦ ଗୁପ୍ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଟିମ୍ ।