ମହିଳାଙ୍କ ପାଇଁ LIC ଆଣିଲା ଜବରଦସ୍ତ ପ୍ଳାନ : ଜାଣନ୍ତୁ କେମିତି ଆବେଦନ କରିବେ?

LIC ବା ଜୀବନ ବୀମା ନିଗମ ହେଉଛି ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ । LIC ଅନେକ ବୀମା ଯୋଜନା ପ୍ରଦାନ କରେ ଯାହା ବ୍ୟକ୍ତିବିଶେଷଙ୍କ ଆବଶ୍ୟକତାକୁ ପୂରଣ କରେ । ଏହି ପଲିସିରେ ଆପଣ ବିଭିନ୍ନ ପ୍ରକାର ପଲିସିର ଫାଇଦା ଜାଣିପାରିବେ ଏଥିସହ ଆପଣ ଏହି ପଲିସିର ଫାଇଦା ମଧ୍ୟ ଉଠାଇପାରିବେ । LIC ଏମିତି ଏକ ଜୀବନ ବୀମା ନିଗମ ଯାହା ଆପଣଙ୍କୁ ଲାଭବାନ ମଧ୍ୟ କରାଏ ।
LIC ଟର୍ମ ବୀମା, ଏଣ୍ଡୋମେଣ୍ଟ ଯୋଜନା, ମନି-ବ୍ୟାକ୍ ପଲିସି, ଜୀବନ ଯୋଜନା ଏବଂ ଅଧିକ ବୀମା ନିଗମ LIC ପ୍ରଦାନ କରେ । ଏହା ବ୍ୟତୀତ ଏହା ପରିବାର, ଅବସର ଏବଂ ଗୋଷ୍ଠୀ ବୀମା ଯୋଜନା ଭଳି ସ୍ୱତନ୍ତ୍ର ଯୋଜନା ମଧ୍ୟ ପ୍ରଦାନ କରୁଛି । କିନ୍ତୁ ଆଜି ଆପଣଙ୍କୁ LICର ବୀମା ସଖୀ ଯୋଜନା ପଲିସି ବିଷୟରେ କହିବାକୁ ଯାଉଛୁ । ଯାହାକୁ ଲଞ୍ଚ କରିଦେଇଛି ବୀମା କମ୍ପାନୀ । ଏହି ଯୋଜନାର ଲାଭ ମହିଳା ମାନେ ଉଠାଇପାରିବେ , ଏଥିସହ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ବୀମା ନିଗମ ଏହି ପଲିସିକୁ ଲଞ୍ଚ କରିଛନ୍ତି । ଏହି ପଲିସିର ଲାଭ ୧୮ ରୁ ୫୦ ବର୍ଷର ମହିଳାମାନେ ଲାଭ ଉଠାଇପାରିବେ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ୍ୟ ମହିଳା ଏହି ଯୋଜନାରେ ଯୋଡି ହେବେ । ଯାହାଫଳରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ଏହି ଯୋଜନାରେ ପ୍ରତ୍ୟେକ ମହିଳାମାନେ ସାମିଲ ହୋଇପାରିବେ । ଏହି ଯୋଜନାରେ ଆପଣ ପୁରା ପ୍ରକ୍ରିୟା ଅନୁସାରେ ଅନଲାଇନ ମାଧ୍ୟମରେ ଜାଣିପାରିବେ ସେହି ଅନୁଯାୟୀ ଆପଣ ଆବେଦନ କରିବେ
ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସେହି ଯୋଜନାର ନାମ ରଖିଥିଲେ ସଖୀ । ଏହି ପଲିସିକୁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ଆପଣଙ୍କୁ ପଲିସିର ସବିଶେଷ ସୂଚନା ମିଳିଯିବ… ଏହି ଯୋଜନା ଆପଣମାନେ ଅନଲାଇନରେ ଆବେଦନ କରିସାରିବା ପରେ ପ୍ରଥମେ ଏହି ଯୋଜନାରେ ମହିଳା ମାନଙ୍କୁ ପ୍ରଥମେ ସାତ ହଜାର ଟଙ୍କା ମିଳିବ । ପ୍ରଥମ ବର୍ଷ ଏହି ଯୋଜନାରେ ସାତ ହଜାର ଟଙ୍କା ମିଳିବା ପରେ ସେକେଣ୍ତ ବର୍ଷ ଏହି ଯୋଜନା ରେ ମହିଳାମାନଙ୍କୁ ଆର୍ଥିକ ସହଯୋଗ ପାଇଁ 6 ହଜାର ଟଙ୍କା ହ୍ରାସ କରାଯିବ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବା ଏଥିସହ ମହିଳାମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସରକାର ତାଲିମ ଦେବେ ଯାହାଦ୍ବାରା ମହିଳାମାନେ ନିଜକୁ ସ୍ବାବଲମ୍ବୀ କରିପାରିବେ ।ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସେହି ଯୋଜନାର ନାମ ରଖିଥିଲେ ସଖୀ । ଏହି ପଲିସିକୁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ଆପଣଙ୍କୁ ପଲିସିର ସବିଶେଷ ସୂଚନା ମିଳିଯିବ…
କିଏ ଆବେଦନ କରିପାରିବ? ୧୮ ରୁ ୫୦ ବର୍ଷ ବୟସର ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି | ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ ଶ୍ରେଣୀ ଯୋଗ୍ୟତା ଏହି ଯୋଗ୍ୟତା ପରଠାରୁ ସମସ୍ତ ମହିଳାମାନଙ୍କୁ ପ୍ରାଥମିକତା ଦିଆଯିବ | ଏହି ଯୋଜନାରେ, ଏଜେଣ୍ଟ ଏବଂ କର୍ମଚାରୀମାନଙ୍କୁ ଅଣ-ବ୍ୟବହାର ଭାବରେ ବିବେଚନା କରାଯିବ | ଏଥିସହ ବିଭିନ୍ନ ଯୋଜନା ମାଧ୍ୟମରେ ଜୀବନ ବୀମା ନିଗମ ସମସ୍ତଙ୍କୁ ବିଭିନ୍ନ ସ୍କିମ ଆଣିଥାଏ ସେହି ଯୋଜନା ସମସ୍ତଙ୍କ ପାଇଁ ଲାଭପ୍ରଦାନ ହୋଇଥାଏ , ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଛି ବିଭିନ୍ନ ପ୍ରକାର ସହାୟତା । କିନ୍ତୁ LIC ଜୀବନ ବୀମା ନିଗମ ଆପଣଙ୍କୁ ସହଜ ସରଳ ଉପାୟରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛି