ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ  ଘୋଷଣା

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ  ଘୋଷଣା


ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଘୋଷଣା କରାଯାଇଛି ।  ଟେଷ୍ଟ ଅଧିନାୟକ ଶୁବମନ୍ ଗିଲ୍ ଙ୍କ ହାତରେ ଉପଅଧିନାୟକ ଦାୟିତ୍ୱ  । ଏହି ଦଳରେ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଲରାଉଣ୍ଡର), ଅର୍ଶଦୀପ ସିଂ, ଅଭିଷେକ ଶର୍ମା , ତିଲକ ବର୍ମା(ବ୍ୟାଟର) , ହର୍ଷିତ ରାଣା, ରିଙ୍କୁ ସିଂ (ବ୍ୟାଟର୍)  ସାମିଲ୍ ରହିଛନ୍ତି । ଶିବମ ଦୁବେ (ଅଲରାଉଣ୍ଡର), ଅକ୍ଷର ପଟେଲ୍ (ଅଲରାଉଣ୍ଡର), ଯଶପ୍ରୀତ ବୁମରା ( ଫାଷ୍ଟ ବୋଲର୍), ଟିମ୍ରେ ସ୍ପିନ୍ ବୋଲର୍ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ , ଜିତେଶ ଶର୍ମା ଓ ସଞ୍ଜୁ ସାମସନ୍( ୱିକେଟ୍ କିପର୍) ସ୍ଥାନ ପାଇଛନ୍ତି  । ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ୍ ଲଢେଇ ।