କିଏ ଭାଙ୍ଗିଲା ଅମରେଶ ଜେନାଙ୍କ ଅଫିସ୍?

କିଏ ଭାଙ୍ଗିଲା ଅମରେଶ ଜେନାଙ୍କ ଅଫିସ୍?

ଭୁବନେଶ୍ୱର :   ଭାଙ୍ଗିଲା ଅମରେଶ ଜେନାଙ୍କ ଅଫିସ୍ । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚାଲିଛି ଜୋରଦାର ଖୋଳତାଡ । ବିଳମ୍ବିତ ରାତିରେ ଦୁବୃତମାନେ ଆସି ଭଙ୍ଗାରୁଜା କରିଛନ୍ତି । ଏବେ ୪୫ନମ୍ବର ୱାର୍ଡର କର୍ପୋରେଟର ଅଛନ୍ତି ଅମରେଶ ଜେନା । ଏଭଳି କାଣ୍ଡ କିଏ କରିଛି ଏଯାଏଁ କିଛି ସୁରାଗ ମିଳିପାରି ନାହିଁ ।