ଦୁଇ ବାଘ ଛାଲ ବେପାରୀ ଗିରଫ

ଦୁଇ ବାଘ ଛାଲ ବେପାରୀ  ଗିରଫ

ଭୁବନେଶ୍ବର : STF ପଞ୍ଝାରେ ବାଘ ଛାଲ ବେପାରୀ ।  ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍ଟିସ୍ ଟିଏଫ ଗିରଫ କଲା ଦୁଇ ଅଭିଯୁକ୍ତଯୁଙ୍କୁ । ଗିରଫ ୨ ଜଣ
 ଚକରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ । ଉଭୟଙ୍କ ନିକଟରୁ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।
କଳାହାଣ୍ଡି ଜିଲ୍ଲା ନର୍ଲା ଷ୍ଟେସନ ନିକଟରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଉଭୟଙ୍କୁ କାବୁ କରିଛି । କଳାହାଣ୍ଡି ପୋଲିସ
ସହାୟତାରେ ଦୁଇ ଅଭିଯୁକ୍ତଯଙ୍କୁ ଏସଟିଏଫ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସ୍ଟିସ୍ ଟିଏଫ୍ ।  ଅନ୍ୟ
କାହାର ସମ୍ପୃକ୍ତି ରହିଛି କି ନାହିଁ ତାର ଖୋଳତାଡ ଜାରି ରହିଛି।