ଫେଲ ମାରିଲା ଡକାୟତି ଯୋଜାନା, ୩ ଗିରଫ

ବାରିପଦା : ମୟୁରଭଞ୍ଜ ବାଲେଶ୍ୱର  ସୀମାନ୍ତ କଳମା ଟୋଲ ପ୍ଲାଜା ରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ଠାରୁ ଲୁହା ରୋଡ଼,କଳା ମୁଖା, ଖଣ୍ଡା ,ସହ ଟାଟା ନେକ୍ସନ କାର ଜବତ୍ । ସମସ୍ତଙ୍କ ଘର ବାଲେଶ୍ୱର ଏବଂ ମୟୁରଭଞ୍ଜ । ପୂର୍ବରୁ ଏମାନଙ୍କ ନାଁରେ ଡକାୟତି ମାମଲା ରହିଛି । ଜାମିନ୍ରେ ଆସି ପୁଣି ଡକାୟତି ପାଇଁ ଯୋଜନା କରୁଥିଲେ  । ଜଙ୍ଗଲରେ ଗୋଡେଇ ଗୋଡେଇ ଧରିଲା ପୁଲିସ ମୟୁରଭଞ୍ଜ ଏସ୍ପିଙ୍କ ନିଦେ୍ର୍ଦଶନାରେ  ପେଟ୍ରୋଲିଙ୍ଗ ବେଳେ ମାଡ଼ି ବସିଲା ପୁଲିସ  ।