ଐତିହ୍ୟ ଜାତୀୟ ଲିଷ୍ଟରେ ରଥଯାତ୍ରା ,ବାଲିଯାତ୍ରା ସାମିଲ

 ଐତିହ୍ୟ ଜାତୀୟ ଲିଷ୍ଟରେ ରଥଯାତ୍ରା ,ବାଲିଯାତ୍ରା ସାମିଲ

ଅମୂଲ୍ୟ ସାସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସାମିଲ ହେଲା ରଥଯାତ୍ରା ଓ ବାଲିଯାତ୍ରା । ଏକ୍ସରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏହାଛଡା ରଥଯାତ୍ରାକୁ ୟୁନିସ୍କୋ ତାଲିକାରେ ସାମିଲ କରିବାକୁ ମଧ୍ୟ ଆବେଦନ କରାଯାଇଛି । ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାମିଲ  । ସଂସ୍କୃତି ମନ୍ତ୍ରାଳୟ ଅଧୀନ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସ୍ୱୀକୃତି । ପୂର୍ବରୁ ଏନେଇ ସଂସ୍କୃତି ମନ୍ତ୍ରାଳୟକୁ ଏସଜେଟିଏ ପ୍ରସ୍ତାବ ପଠାଇଥିଲା ।