ଭକ୍ତ ଦାସ ହେଲେ ପିସିସି ସଭାପତି
bhakta das
।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର, ୧୧ା୨ : ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ହୋଇଛନ୍ତି ପିସିସି ସଭାପତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏନେଇ ସୂଚନା ଦେଇଛନ୍ତି ।