ପୂର୍ବତନ ବିଧାୟକଙ୍କ ଜନ୍ମଦିନ ପାଳିତ
ାା ପ୍ରଭାନୁ୍ୟଜ୍ ।ା ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ନଗର ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ୪୨ତମ ଜନ୍ମଦିନ ପାଳିତ ହୋଇଛି । ଯୁବନେତା ସମୀର ଜେନାଙ୍କ ନେତୃତ୍ୱରେ ରାମମନ୍ଦିରରେ ଦୀପ ଜାଳି ଅଂଶୁମାଙ୍କର ଦୀର୍ଘଜୀବନ କାମନା କରିଥିଲେ । ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ନେତା ଅମୂଲ୍ୟ ପ୍ରଧାନ, କାଉନସିଲର ମଳୟ ଓଝା, ପୂର୍ବତନ କାଉନସିଲର ହିରଣ୍ୟ ରାଉତ, ଆଲୋକ ରଞ୍ଜନ ଧଳ, ଦେବାଶିଷ ମହାନ୍ତି, ସେକ ଅମରୁଲ, ମନରଞ୍ଜନ କର, ସନାତନ ବିଶ୍ୱାଳ, ପୁରସ୍ତମ ଗିରି, ବାପି ସାମଲ, ନିରଞ୍ଜନ ସେଣ, ପୂର୍ବତନ ସରପଞ୍ଚ ମିନତୀ ପାତ୍ର, ପ୍ରଭାତ ପ୍ରଧାନ, ବିରଞ୍ଚି ନାରାୟଣ ଦାଶ, ପିଣ୍ଟା ଚୌଧୁରୀ, ଏମଡିଏନ ସାହୁ, ଦିଲ୍ଲୀପ ମହାନ୍ତି, ଅମିତ ନାୟକ, କୁନା ଖଁ ପ୍ରଦୀପ୍ତ ବେହେରା, ନଣ୍ଡା ନାୟକ, ବିକାଶ ପାତ୍ର, ରିନକୁ ମଳିକ, ସନଦୀପ ଜେନା, ପିନଟୁ ସେଠୀ, ମଦନ ମୋହନ ପ୍ରମୁଖ ଉପସ୍ଥିତ ଥିଲେ ।