ମହାରାଷ୍ଟ୍ର ପାଇଁ ବିଜେପି ସଂକଳ୍ପ ପତ୍ର ଜାରି
ସଂକଳ୍ପ ପତ୍ର ଜାରି କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ବିଜେପି ସଂକଳ୍ପ ପତ୍ରରେ ମହିଳା, ଚାଷୀ ଓ ଯୁବକଙ୍କୁ ଫୋକସ୍ କରାଯାଇଛି । କୃଷି ଋଣ ଛାଡ ସହ ମହିଳାଙ୍କୁ ପ୍ରତିମାସରେ ୨୧୦୦ ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେବା ସହ ୨୫ଲକ୍ଷ ଚାକିରୀ ପାଇଁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି ।