ବ୍ଲକ୍ ଟପର ହେଲେ ବୈଭବ


ରାଜକନିକା: ଚଳିତ ବର୍ଷ ଦଶମ ଶ୍ରେଣୀ ପରକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରାଜକନିକା ବ୍ଲକ ଆର ଏନ ହାଇସ୍କୁଲର ଛାତ୍ର ବୈଭବ ବେହୁରା ୫୬୨ ନମ୍ବର ରଖି ଏ-୧ ରେ ପାଶ କରିବା ସହ ରାଜକନିକା ବ୍ଲକ ଟପର ହୋଇଛିନ୍ତି । ପୁନଶ୍ଚ ସେହି ସ୍କୁଲର ଛାତ୍ରୀ ଆଦ୍ୟାଶା ବେହେରା ୫୪୧ ଓ ଉକôଳମଣି ନୋଡାଲ ବିଦ୍ୟପୀଠ, ଡାଳିକାଏନ୍ଦାର ଛାତ୍ର ରୁଦ୍ରମାଧବ ଶତପଥୀ ୫୬୦ ଏବଂ ନମତରା ହାଇସ୍କୁଲ ଛାତ୍ରୀ ଭାଗ୍ୟଲଷ୍ମୀ ସାହୁ ୫୪୨ ନମ୍ବର ରଖି ଏ-୧ ଗ୍ରେଡରେ ପାଶ କରିଛନ୍ତି ।