ବିଏମ୍‌ସି ଅଫିସ୍‌ରେ ଖସିଲା ସିଲିଂ

ଭୁବନେଶ୍ବରଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଅଘଟଣ । ଅଫିସ୍‌ ଭିତରେ ଖସିପଡିଲା ସିଲିଂ । ମେୟରଙ୍କ ଚାମ୍ବର ନିକଟରେ ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳେ କାର୍ଯ୍ୟାଳୟରେ ସିଲିଂ ଖସି ପଡ଼ିଥିବା ଜଣାପଡ଼ିଛି । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି ।