ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପ୍ରତିଯୋଗିତା


ାା ପ୍ରଭାନୁ୍ୟଜ୍ ।ା ରାଜନଗର  : ମଣ୍ଡଳ ସ୍ତରୀୟ "ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ ଅବସରରେ କୁଇଜ୍ ପ୍ରତିଯୋଗିତା ରାଜନଗର ସ୍ଥିତ ଶୈଳେନ୍ଦ୍ର ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ମୁଖ୍ୟଅତିଥି ଭାବରେ ରାଜନଗର ମଣ୍ଡଳ ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ, ସମ୍ମାନୀତ ଅତିଥି ଭାବରେ ମଣ୍ଡଳ ସମ୍ବଳ ସଂଯୋଜିକା ଭକ୍ତିଲତା ବାରିକ୍, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ଜେନା, ଶିବପ୍ରସାଦ ବେହେରା, ପ୍ରଧାନଶିକ୍ଷକ ସୁସାନ୍ତ କୁମାର ସେଠୀ ଏବଂ ପଞ୍ଚୁ ବରାହୀ ବିଦ୍ୟାନିକେତନ ପ୍ରଧାନ ଶିକ୍ଷକ ସୁଭ୍ରଜ ବରାଳ ମୁଖ୍ୟବକ୍ତା ଭାବରେ ବ୍ଲକ ବିଜ୍ଞାନ ସଂଯୋଜକ ଶାନ୍ତନୁ କୁମାର ସୂତାର, ନୋଡାଲ ସମ୍ବଳ ସଂଯୋଜକ ମଧୂସୂଦନ ସାହୁ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ହେମନ୍ତ ବାରିକ ଧନ୍ୟବାଦ ଦେଇଥିଲେ । ଏଥିରେ ରାଜନଗର ମଣ୍ଡଳରୁ ୫୦୦ଶହ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ  ।