ପ୍ରବାସୀ ଭାରତୀୟ ଦିବସ : ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ
ଭୁବନେଶ୍ୱର : ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ଗୃହ ବିଭାଗରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ଏହି କଣ୍ଟ୍ରୋଲ୍ ରୁମ୍ର ଟେଲିଫୋନ ନମ୍ବର ହେଲା ୦୭୭୪-୨୩୯୦୪୧୧ ଓ ୦୬୭୪-୨୩୯୦୮୧୧ । ଏହା ଜାନୁଆରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ଖୋଲା ରହିବ ।