ସ୍ଥାନାନ୍ତର ହେବେ ୧୦ ଲକ୍ଷ ଲୋକ

cyclone update

ସ୍ଥାନାନ୍ତର ହେବେ ୧୦ ଲକ୍ଷ ଲୋକ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି  । ଆଜି ସଂଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି  । 

୯ ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ ଦାୟିତ୍ୱ
୬ ଜିଲ୍ଲାକୁ ଗଲେ ୬ ବରିଷ୍ଠ ଆଇଏଏସ
୨୫ ଯାଏଁ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
ସରକାର କର୍ମଚାରୀ, ଶିକ୍ଷକ ଓ ଡାକ୍ତରଙ୍କ ଛୁଟି ବାତିଲ୍‌
୨୦ ଏନଡ଼ିଆରଏଫ, ୫୧ ଓଡ୍ରାଫ ଓ ୧୭୮ ଅଗ୍ନିଶମବାହିନୀ ମୁତୟନ
ବାତିଲା ହେଲା ୨୧୧ ଟ୍ରେନ୍‌
ନିର୍ବାଚନମଣ୍ଡଳୀରେ ତଦାରଖ କରିବେ ବିଧାୟକ
୧୧ ଜିଲ୍ଲାରେ ବେଶୀ ପ୍ରଭାବ ପଡ଼ିବ
କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦୁଝର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା