ମହିଳାଙ୍କ ମୃତୁ୍ୟକୁ ନେଇ ସନେ୍ଦହ


କୋରେଇ ମେଡ଼ିକାଲରେ ଚିକିସôାଧିନ ଅବସ୍ଥାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ବୁଧବାର କୋରେଇ ମେଡ଼ିକାଲକୁ ୨୭ଜଣ ରୋଗୀ ଚିକିସôା ନିମନ୍ତେ ଭର୍ତ୍ତି ହୋଇଥିବା ବେଳେ ୮ଜଣଙ୍କୁ ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେବି ୧୮ଜଣ ଚିକିତ୍ସାଧିନ ଅଛନ୍ତି  ତେବେ ଚିକିତ୍ସାଧିନ ଅବସ୍ଥାରେ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ପଞ୍ଜନ ମଳିକଙ୍କ ପନôୀ ଜାନକୀ (୫୫)ଙ୍କ ମୃତୁ୍ୟ ଘଟିଥିଲା । ଝାଡ଼ାବାନାନ୍ତିରେ ମହିଳାଙ୍କ ମୃତୁ୍ୟ ଘଟିଥିବା କଥା କୁହାଯାଉଥିଲେ ହେଁ କାରଣ ଅନ୍ୟ କିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି  ।