କିଡ଼ନୀ ଆକ୍ରାନ୍ତଙ୍କ ମୃତୁ୍ୟ
କାଳିଆପାଣି : କିଡନୀ ରୋଗରେ ପୀଡିତ ଥିବା ଆଉ ଜଣେ ଯୁବକ ଆଜି ପ୍ରାଣ ହରାଇଛନ୍ତି । କାଳିଆପାଣି ଥାନା ଅନ୍ତର୍ଗତ ପୁରିଆଝର ସାହିର ଯଜ୍ଞ ବେହେରାଙ୍କ ପୁଅ ସନ୍ତୋଷ (୪୦)ଙ୍କ ଆଜି ପୂର୍ବାହ୍ନରେ ମୃତୁ୍ୟ ଘଟିଛି । ସେ ଗତ କିଛିବର୍ଷ ଠାରୁ କିଡନୀ ରୋଗରେ ଶିକାର ହୋଇ ଚିକିସôିତ ହେଉଥିଲେ ।