ବୈଜୟନ୍ତ ପଣ୍ଡା ତାମିଲନାଡୁ ନିର୍ବାଚନ ଇନଚାର୍ଜ

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ । ଧର୍ମେନ୍ଦ୍ର ପ୍ରଧାନ ହେଲେ ବିହାର ନିର୍ବାଚନ ପ୍ରଭାରୀ । ଭୂପେନ୍ଦ୍ର ଯାଦବ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ । ଆସନ୍ତା ନଭେମ୍ବର ସୁଦ୍ଧା ହୋଇପାରେ ବିହାର ନିର୍ବାଚନ । ଆସନ୍ତା ବର୍ଷ ମାର୍ଚ୍ଚବେଳକୁ ପଶ୍ଚିମବଙ୍ଗ ନିର୍ବାଚନ । ଆନ୍ତା ବର୍ଷ ଏପ୍ରିଲ ମେ ବେଳକୁ ତାମିଲନାଡୁ ନିର୍ବାଚନ ହେବ ।