ମା' କାଳୀ ଓ ଶ୍ୟମାକାଳୀଙ୍କ ଭସାଣି 

ାା ପ୍ରଭାନୁ୍ୟଜ୍ ।ା ବୁଗୁଡ଼ା: ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳିଠାରୁ ପୂଜା ପାଇ ଆସୁଥିବା ମା କାଳୀଙ୍କ ବିସର୍ଜନ ଉସôବ ବୁଧବାର ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ବାଦ୍ୟ ବାଜଣା ଓ ବାଣ ରୋଷଣୀରେ ମା'ଙ୍କୁ ବିଦାୟ ଦିଆଯାଇଥିଲା  । ସେହିପରି ଗୋଲିଆ ଗ୍ରାମରେ ମା ଶ୍ୟାମାକାଳୀଙ୍କ ଭସାଣି ଉସôବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉଭୟ ସ୍ଥାନରେ ପୁରୋହିତମାନଙ୍କ ଦ୍ୱାରା ମା'ଙ୍କ ପୂଜାର୍ଚ୍ଚନା ଯଥା ରୀତିନୀତି ପ୍ରକାରେ ସମ୍ପନ୍ନ ପରେ ଭସାଣି ଉସôବ ଅନୁଷ୍ଠିତ ହୋଇଥିଲା ।