ହୋଟେଲରେ ଚଢଉ
ଭଦ୍ରକ : ଭଦ୍ରକ ସହରାଞ୍ଚଳର ଡାହାଣୀ ଗଡିଆ ଠାରୁ ବାଇପାସ ପର୍ଯ୍ୟନ୍ତ ଥିବା ହୋଟେଲରେ ଅଚାନକ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ ମଧ୍ୟ କରାଯାଇଛି । ହୋଟେଲରେ ବାସି ଖାଦ୍ୟ ନ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଖାଦ୍ୟ ଯାଞ୍ଚ ନେଇ ମୁନିସିପାଲିଟି ଅଧିକାରୀ ଓ ଷ୍ଟାଫଙ୍କ ଦ୍ୱାରା ବହୁ ହୋଟେଲ ଭିତରେ ଖାଦ୍ୟ ଯାଞ୍ଚ କରି ଫାଇନ କରାଯାଇଛି ।