ଭୁବନେଶ୍ୱର ଖଣି ମାଲିକଙ୍କ ଘରେ ରେଡ୍

ଭୁବନେଶ୍ୱର ଖଣି ମାଲିକଙ୍କ ଘରେ ରେଡ୍

ଭୁବନେଶ୍ୱର  : ଭୁବନେଶ୍ୱର ଖଣି ମାଲିକଙ୍କ ଘରେ ରେଡ୍ । ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ରେଡ୍  କରିଛି ଇଡି । ଘର ଓ କମ୍ପାନୀ କାର୍ଯ୍ୟାଳୟ ରେଡ୍ କରୁଛି ଇଡି । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଜବତ କଲା ୧୦ଟି ବିଳାସପୂର୍ଣ୍ଣ କାର୍ । ଏହାସହ କୋଟିଏ ଟଙ୍କାର ସୁନା ଗହଣା, ଓ ୧୩ଲକ୍ଷ ଟଙ୍କା ଜବତ ।